୪ ଦିନ ଢେଙ୍କାନାଳ ସଟଡାଉନ


ଢେଙ୍କାନାଳ- କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଯୋଗୁଁ ଢେଙ୍କାନାଳ ଜିଲ୍ଲାକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ଜିଲ୍ଲା ପ୍ରଶାସନ । ୨୭ ଓ ୨୮ ତାରିଖ ସଟଡାଉନ ଘୋଷଣା କରାଯାଇଥିବା ବେଳେ ୨୯ ଓ ୩୦ ତାରିଖ ସପ୍ତାହନ୍ତ ସଟଡାଉନ ରହୁଛି । ଆଜି ଢେଙ୍କାନଳରୁ ୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ଢେଙ୍କାନାଳ ମୁନସିପାଲିଟି ଅଂଚଳରୁ ଅଛନ୍ତି ।

Leave A Reply

Your email address will not be published.

two × four =