ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୨,୮୧୯ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୬୯୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୧୨୮ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିଂହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ , କଟକ ୨୫୭, ଗଞ୍ଜାମ ୧୯୨, ଅନୁଗୁଳ ୨୩, ବାଲେଶ୍ୱର ୧୦୫, ବରଗଡ ୧୩୬, ଭଦ୍ରକ ୭୭, ବଲାଙ୍ଗିର ୫୬, ବୈଦ୍ଧ ୬, ଢେଙ୍କାନାଳ ୧୦୦, ଗଜପତି ୬୨, ଜଗତସିଂହପୁର ୪୮, ଯାଜପୁର ୧୨୦, ଝାରସୁଗୁଡା ୬୩, କଳାହାଣ୍ଡି ୫୫, କନ୍ଧମାଳ ୪୪, କେନ୍ଦ୍ରାପଡା ୬୨, କେନ୍ଦୁଝର ୭, କୋରାପୁଟ ୮୧, ମାଲକାନାଗିରି ୮୩, ମୟୂରଭଞ୍ଜ ୨୧୯, ନବରଙ୍ଗପୁର ୪୩, ନୟାଗଡ ୬୪, ନୂଆପଡା ୧, ପୁରୀ ୧୦୯, ରାୟଗଡା ୧୪୭, ସମ୍ବଲପୁର ୧୪୫, ସୋନପୁର ୧୪, ସୁନ୍ଦରଗଡ ୫୭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ ରହିଥିବା ବେଳେ ୫୦୫୦୩ ଆରେଗ୍ୟଲାଭ କରିଛନ୍ତି ଓ ୨୪୫୮୨ ସକ୍ରିୟ ମାମଲା ରହିଛି ।