ବିଶାଖାପାଟଣା- ବିଶାଖାପାଟଣା ଫାରମ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ବିଶଖାପାଟଣା ସ୍ଥିତ ଘରୋଇ ମୋଡିକାଲରେ ଭର୍ତି କରାଯାଇଛି । ଗତକାଲି ରାତି ୧୧,୩୦ରେ କମ୍ପାନୀରେ ହଠାତ୍ ନିଆଁ ଲାଗିଥିଲା । ସେହି ସମୟରେ ୩୦ କର୍ମଚାରୀ କାମ କରୁଥିଲେ । ଅଗ୍ନଶମ କର୍ମଚାରୀ ପଂହଚି ନିଆଁକୁ ଆୟତ କରିଥଲା । ଜିଲ୍ଲାପାଳ ଓ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପଂହଚି କମ୍ପାନୀକୁ ସଂପୂର୍ଣ୍ଣ ସିଲ କରି ଦେଇଛନ୍ତି । ଜିଲ୍ଲାପାଳ ଓ ଏସପି ମେଡିକାଲରେ ପଂହଚି ୨ ଅହାତଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ପଚାରି ବୁଝିବା ସହ କେଉଁ କାରଣରୁ ଅଗ୍ନିକାଣ୍ଡ ହେଲା ତାହା ଯାଂଚ କରୁଛନ୍ତି ।