ଖୁବଶୀଘ୍ର ବସିପାରେ ବିଧାନସଭା ମୌସୁମୀ ଅଧିବେଶନ ପ୍ରମୁଖ ଖବର By Nyayabati Live Last updated Aug 7, 2020 118 0 ଭୁବନେଶ୍ୱର- ଚଳିତ ବର୍ଷ ଶେଷ ସପ୍ତହାରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ବାଚସ୍ପତିଙ୍କ ସହ ମୋର ଆଲୋଚନା ହୋଇଥିଲା । ବାଚସ୍ପତି ଖୁବଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ । 0 118 Share