ସେପ୍ଟେମ୍ବର ୫ରେ ଯୁକ୍ତ ୨ କଳା ରେଜଲ୍ଟ ପ୍ରମୁଖ ଖବର By Nyayabati Live Last updated Sep 3, 2020 215 0 ଭୁବନେଶ୍ୱର- ଆସନ୍ତା ୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାହାମାରୀ କରୋନା ପାଇଁ ସବୁ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଉଛି । ଅଗଷ୍ଟରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । 0 215 Share