ଭୁବନେଶ୍ୱର- ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ତାରିଖରୁ ଅବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ରହିଛି । ଏହାପରେ ୨୮ ତାରିଖ ଦିନ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ।