ଆସୁଛି ରାଫେଲ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନର ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ରାଫାଲ୍ ଯୁଦ୍ଧ ବିମାନକୁ ଜାହାଜରେ ଅନ୍ତର୍ଭୁକ୍ତ କରିବାର କାଉଂଟଡାଉନ୍ ଆରମ୍ଭ ହୋଇଛି । ରାଫେଲ ଯୁଦ୍ଧ ବିମାନ ୨୯ ଜୁଲାଇରେ ଅମ୍ବାଲା ଏୟାରଫୋର୍ସ ପହଁଚିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥତିରେ ଅମ୍ବାଲା ବାୟୁସେନା ଷ୍ଟେସନକୁ ଡ୍ରୋନ୍ ଜୋନ୍ ଘୋଷଣା କରାଯାଉଛି । ଯଦି ଷ୍ଟେସନ ତିନି କିଲୋମିଟର ଅଂଚଳ ପରିଧି ମଧ୍ୟରେ କୈାଣସି ବି ଡ୍ରୋନ ଉଡିଥିବାର ଦେଖାଯାଏ, ତେବେ ଏହା ବିରୋଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ । ଚଳିତ ମାସର ଶେଷରେ ରାଫେଲ୍ ହାମର ଭଳି କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇ ଭାରତୀୟ ବାୟୁ ସେନାରେ ସାମିଲ ହେବ ।

Leave A Reply

Your email address will not be published.

19 − 5 =