ସୁନା ଓ ରୂପା ଦର ହ୍ରାସ ପ୍ରମୁଖ ଖବର By Nyayabati Live Last updated Jul 2, 2020 125 0 ନୂଆଦିଲ୍ଲୀ- ଘରୋଇ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି । ସୁନା ଦର ୦.୨୪ ଓ ରୂପା ଦର ୦.୪୪ ପ୍ରତିଶତ ହ୍ରାସ ପାଇଛି । ସୁନା ଦର ୧୧୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୧୫୦ ଟଙ୍କା ରହିଛି । ସେହିପରି ରୂପା ଦର ୨୧୬ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୪୯, ୨୦୮ ଟଙ୍କା ରହିଛି । 0 125 Share