ଆଣ୍ଡାମାନ- ନିକୋବର ଓ ମଣିପୁରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ- ଆଣ୍ଡମାନ- ନିକୋବର ଓ ମଣିପୁରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଂଟରଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ମିଳଛି । ଆଣ୍ଡାମାନ -ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ହୋଇଥିବା ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୧ ରହିଥିଲା । ସେହିଭଳି ମଣିପୁର ଉକ୍ରୁଲ ନିକଟରେ ହୋଇଥିବା ଭୂକମ୍ପର ତ୍ରିବତା ରିକର୍ଟ ସ୍କେଲରେ ୪ଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.

5 × 3 =