ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀପରିଷଦ ବୈଠକ


ଭୁବନେଶ୍ୱର- କରୋନା ସ୍ଥିତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ ଟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ । ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ବାସ ଭବନରୁ ଭିଡିଓ କନଫକରେନ୍ସ ଜରିଆରେ ସାମିଲ ହେବେ । ସେହିପରି ଭୁବନେଶ୍ୱରେରେ ଥିବା ମନ୍ତ୍ରୀ ଲୋକସେବା ଭବନ ଓ ବାହାରେ ଥିବା ଅନ୍ୟମନ୍ତ୍ରୀ ମାନେ ଜିଲ୍ଲାର ଜିଲ୍ଳାପାଳଙ୍କ ଭିଡିଓ କନଫରେନ୍ସରୁ ସାମିଲ ହେବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

fourteen − 10 =