ହଜ ଯାତ୍ରା ବାତିଲ

ନୂଆଦିଲ୍ଲୀ- କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଚଳିତ ବର୍ଷ ହଜଯାତ୍ରା ବାତିଲ କରାଯାଇଛି । ହଜ ଯାତ୍ରା ପାଇଁ ଆବେଦନ କରିଥିବା ଭାତୀୟ ଯାତ୍ରୀଙ୍କୁ କେନ୍ଦ୍ର ସରକାର ଟଙ୍କା ଫେରେଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବାସ ନକଭୀ ସୂଚନା ଦେଇଛନ୍ତି । ସାଉଦ ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣାଇବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପିତି ନିଆଯାଇଛି । ଚଳିତ ବର୍ଷ ଦୁଇ ଲକ୍ଷ ତେର ହଜାର ଜଣ ହଜ ଯାତ୍ରା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୩୦୦ରୁ ଅଧିକ ମହିଳା ଅନ୍ତଭୁକ୍ତ ।

Leave A Reply

Your email address will not be published.

nineteen − one =