ଥମିଲା ବିବାଦ : ଇମ୍ୟୁନିଟି ବଢାଇବା ପାଇଁ ହେବ ବିକ୍ରି

ନୂଆଦିଲ୍ଲୀ:ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନା ଙଲ ହେବା ପାଇଁ ବଜାରକୁ ଛଡା ଯାଇଥିବା କରୋନିଲ୍ ଔଷଧ ବିକ୍ରିବଟା ବିବାଦର ଅନ୍ତ ଘଟିଛି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ବିବାଦୀୟ କରୋନିଲ କିଟ୍ ଉପଚାର ପାଇଁ ନୁହେଁ ବରଂ ଇମ୍ୟୁନିଟି ବଢାଇବା ପାଇଁ ବିକ୍ରି କରାଯିବ ବୋଲି କୁହାଯାଇଛି । ସରକାରୀ ମେଡିକାଲ ଏକ୍ସପର୍ଟ ମାନଙ୍କ ଦ୍ୱାରା ଯାଂଚ କରାଯିବା ପରେ ଏହି ନିଷ୍ପତି ନିଆଯାଇଛି । ଏଥି ନେଇ ରାମଦେବ ଆୟୂଷ ମନ୍ତ୍ରାଳୟ ଏବଂ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.

5 + 20 =