ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନର ରାଜକୁମାର

ବ୍ରିଟେନ: ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ମହାମାରୀ ମଧ୍ୟରେ ଭାରତୀୟ ଜୀବନ ଶୈଳୀକୁ ପ୍ରସଂସା କରିଛନ୍ତି । ଦେଶର ବିବିଧତା ଓ ଏକତା ହେଉଛି ତାଙ୍କ ପାଇଁ ବ୍ୟକ୍ତିଗତ ପ୍ରେରଣା,ଏବଂ ଏହା ସମସ୍ତେ ଶିଖିବା ଉଚିତ୍ । ଲଣ୍ଡନ ୱେଲ୍ସର ଏହି ରାଜକୁମାର ଇଣ୍ଡିଆ ଗ୍ଲୋବାଲ ୱିକରେ ଭାଷଣ ଦେଇ କହିଛନ୍ତି ଯେ ଭାରତର ଦର୍ଶନ ଓ ମୂଲ୍ୟବୋଧ ଜୀବନର ଏକ ସ୍ଥା୍ରୟୀ ତରିକା ଓ ମାନବତା , ଏହା ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟପୂର୍ଣ୍ଣ ସମ୍ବନ୍ଧ ଉପରେ ଗୁରୁତ୍ୱ ଦେଇଛି । ପ୍ରିନ୍ସ ଚାର୍ସ ଏହା ମଧ୍ୟ କହିଛନ୍ତି ଯେ, ବିବିଧତା ପୂର୍ଣ୍ଣ ଜୀବନଶୈଳୀକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ।

Leave A Reply

Your email address will not be published.

19 − 15 =