ଗତ ୨୪ଘଂଟାରେ ୮୨,୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ: ୧,୦୩୯ ମୃତ୍ୟୁ


ନୂଆଦିଲ୍ଲୀ- ଗତ ୨୪ଘଂଟାରେ ୮୨ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୭୪,୭୦୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ମୋଟ ସକ୍ରିୟ ସଂଖ୍ୟା ୯,୬୨,୬୪୦ରେ ପଂହଚିଥିବା ବେଳେ ୫୦,୧୬,୫୨୧ ଆରେଗ୍ୟଲାଭ କରିଛନ୍ତି ଓ ୯୫,୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ରବିବାର ସୁଦ୍ଧା ୭,୦୯,୩୯୪ ସାମ୍ପୁଲ ଟେଷ୍ଟେ ହୋଇଥିବା ବେଳେ ମୋଟ ଟେଷ୍ଟିଂଙ୍ଗ ସଂଖ୍ୟା ୭,୧୯,୬୭,୨୩୦କୁ ବୃଦ୍ଧି ପାଇଛି ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

4 × 5 =