ଡେକ୍ସାମେଥାନସର ବ୍ୟବହାରକୁ ଅନୁମତି

ନୂଆଦିଲ୍ଲୀ- କରୋନା ଚିକିତ୍ସା ପାଇଁ ଷ୍ଟେରଏଡ ଡେକ୍ସାମେଥାସନ ଔଷଧକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ଔଷଧ ନିଶ୍ଚିତ ଫଳପ୍ରଦ ହେବ ବୋଲି ବିଶ୍ୱାସ । ଷ୍ଟେରଏଡ ଡେକ୍ସାମେଥାସନ ଫୁସଫୁସ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ । ବିଟ୍ରିଶ କ୍ଳିନିକାଲ ଟ୍ରାଏଲରେ ଏହି ଔଷଧ ସଫଳ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସନ ଉତ୍ପାଦନ ବଢାଇବା ପାଇଁ କହିଛି ।

Leave A Reply

Your email address will not be published.

fifteen + nineteen =