ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସତସଙ୍ଗ ବିହାରର ଆର୍ଥିକ ସହାୟତା

ଭୁବନେଶ୍ୱର- ମହାମାରୀ କରୋନା ପାଇଁ ସତସଙ୍ଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨ଶହ ୨୯ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସତସଙ୍ଗ ପରିଚାଳକ ଅଭୟ ପରିଡା ସମେତ ହୁର୍ଷିକେଶ ସୋନାପତି, ଗୁରୁବାଇ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଭଗବତ ତ୍ରିପାଠୀ ସଚିବାଳୟରେ ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଏହି ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ସତସଙ୍ଗ ପକ୍ଷରୁ ପ୍ରଦାନ କରାଯାଇଥିବା ରାଶି କରୋନା ସମୟରେ କାମ ଆସିବ ଓ ଖୁବ ଶିଘ୍ର ବିଶ୍ୱ କରୋନା ମୁକ୍ତ ହେବ ବୋଲି ସତସଙ୍ଗ ପକ୍ଷରୁ ପ୍ରାର୍ଥନା କରାଯାଇଛି ।

Leave A Reply

Your email address will not be published.

four × 1 =