ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ


ଭୁବନେଶ୍ୱର- ଓଡିଶା ସଚିବାଳୟ କର୍ମଚାରୀଙ୍କ ହେବ କୋଭିଡି ଟେଷ୍ଟ । ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି ସେମାନେ ନିଜର ସ୍ୱାବ କ୍ୟାପିଟାଲ ହସ୍ପିଟାଲରେ ଦେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଦେଇଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମତିଙ୍କ ସଂଖ୍ୟା ୨୯,୧୭୫ରେ ପଂହଚିଥିବା ବେଳେ ୧୮,୯୩୯ ଜଣ ସୁସ୍ଥ ହୋଇଛନ୍ତି । ୧୦,୪୧ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.

2 × three =