ପୁରୀରେ ସରୋଲଜିକାଲ ସର୍ଭେ

ପୁରୀ- ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସରୋଲଜିକାଲ ସର୍ଭେ କରିବା ପାଇଁ ନିଷ୍ପତି ହୋଇଛିି । ପ୍ରଥମ ପର୍ଯ୍ୟାୟରେ ସର୍ଭେ ପ୍ରକ୍ରିୟା ପୁରୀରୁ ଆରମ୍ଭ ହୋଇଛି । କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ଏହି ସର୍ଭେ ପ୍ରକ୍ରିୟା ଜାରି ରହିବ । ପର୍ଯ୍ୟାୟ କ୍ରମେ ଗଞ୍ଜାମ, ଗଜପତି, କଟକ ଓ ଭୁବନେଶ୍ୱରରେ ସର୍ଭେ ହେବ । ଆଇଏଲ୍ସ ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି ଯେ ରାଜ୍ୟରେ ପ୍ରତିିଦିନ ଲୋକାଲ କେସ୍ ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି । ଗଞ୍ଜାମ ,ଗଜପତି, କଟକ ଓ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ତେଣୁ ଏହି ସବୁ ସହରରେ ତଥ୍ୟ ସଂଗ୍ରହ ପାଇଁ ସର୍ଭେ କରାଯାଉଛି । ଆସନ୍ତା ମାସରୁ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବ । ରା଼ପୀଡ଼ ଆଂଟିଜେନ କରିବାକୁ ୫୦ ହଜାର କିଟ ବ୍ୟବସ୍ଥା କରୁଛନ୍ତ ରାଜ୍ୟ ସରକାର ।

Leave A Reply

Your email address will not be published.

one × two =