ଭୂସ୍ଖଳନରେ ଚାଲିଗଲା ୫୦ ଜୀବନ

ନୂଆଦିଲ୍ଲୀ- ମିଆଁମାର ଜାଡେ ମାଇନିଂ ଖାଦନରେ ଭୂସ୍ଖଳନ ଯୋଗୁଁ ୫୦ ଜଣଙ୍କ ମୃତୁ୍ୟ ହୋଇଛି । ଆହାରି ଅଧିକାଂଶ ଲୋକ ମାଟି ତଳେ ପୋତି ହୋଇଥିବା ସୂଚନା ମିଳିଛି । ଖାଦନରେ କାମ କରୁଥିବା ସମୟରେ ଭୂସ୍ଖଳନ ହୋଇଥିଲା । ମୌସୁମୀ ଯୋଗୁଁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଥିଲା । ତେଣୁ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ଯାଉଛି । ଉଦ୍ଧରକାରୀ ଟିମ ପଂହଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave A Reply

Your email address will not be published.

20 + twenty =