ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ- ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା । ଶବଦାହ ଓ ଅସ୍ଥି ବିସର୍ଜନ ଉପରେ ବୁଧବାର ଠାରୁ କଟକଣା ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲାପ୍ରଶାସନ ବଲୱନ୍ତ ସିଂ ଏହି ସୂଚନା ଦେଇଛନ୍ତି । କରୋନା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ବର୍ତମାନ ରାଜ୍ୟରେ କରୋନା ସ୍ଥିତି ଅଣାୟତ । ବୁଧବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୬ ପଂହଚିଛି । ବର୍ତମାନ ସୁଦ୍ଧା ୬୭୦୩ ସୁସ୍ଥ ହୋଇଥିବା ବେଳେ ୩୮୬୦ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

11 + 14 =