ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ । ସୁସ୍ଥଙ୍କ ମଧ୍ୟରେ ଜଗତସିଂହପୁରର ୩୧, ବାଲେଶ୍ୱର ୨୬, କଟକ ୨୫, ଯାଜପୁର ୧୨, ଖୋର୍ଦ୍ଧା ୧୨, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ହାର ୫୩୫୩ରେ ପଂହଚିଛି ।

Leave A Reply

Your email address will not be published.

12 + sixteen =