ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପାରରେ ସେଂଟ୍ରାଲ ରିଜର୍ଭ ପୁଲିସ ଫୋର୍ସ କନଭେନ ପେଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦ ଆକ୍ରମଣ ହୋଇଛି । ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନ ଦୁଇ ଯବାନ ନିହତ ହୋଇଥିବା ବେଳେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଁଚି ସମଗ୍ର ଅଂଚଳକୁ କର୍ଡନ କରାଯାଇଛି ।