୯ଟି ହାଇୱେ ପ୍ରୋଜେକ୍ଟର ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ବିହାରର ୯ଟି ହାଇୱେ ପ୍ରୋଜେକ୍ଟ ଓ ଘର ତକ୍ ଫିବ୍ରିର ଯୋଜନାର ଶୁଭ ଉଦଘାଟନ କରିଛନ୍ତି । ଭିତିଭୂମି ବିକାଶ କରିବା ଏହାର ମୂଳ ଲକ୍ଷ୍ୟ । ଏହି ହାଇୱେର ଲମ୍ବ ୩୫୦ କିଲୋମିଟର ରହିଛି, ଓ ଏହାକୁ ନିର୍ମାଣ କରିବା ପାଇଁ ୧୪,୨୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନା ଦ୍ୱାରା ବିହାରରେ ଥିବା ୪୫,୯୪୫ ଗ୍ରାମର ଲୋକେ ସଂଯୋଗ ହେବେ । ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କୃଷି ଓ ପଶୁ ଚାଷର ପ୍ରକଳ୍ପ ପାଇଁ ୨୯୪,୫୩ କୋଟି ଟଙ୍କା ବ୍ୟୟ କରିଥିଲେ ।

Leave A Reply

Your email address will not be published.

17 − fourteen =