ରାଜ୍ୟରେ କରୋନା ନେଲା ୯ ଜୀବନ


ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି । ଗତ ୨୪ ଘଂଟାରେ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୯ ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ, ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଥିବା ବେଳ ଗଗପତିରେ ୧୪, ଖୋର୍ଦ୍ଧା ୩୧, ସୁନ୍ଦରଗଡ ୧୧ ଓ କେନ୍ଦୁଝରରେ କରୋନା ମୃତ୍ୟୁ ପ୍ରଥମ । ଏତଦ୍ ବ୍ୟତୀତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫ରେ ପଂହଚିଛି ।

Leave A Reply

Your email address will not be published.

13 − 6 =