ପୂର୍ବତଟ ରେଳଥର ଟ୍ରେନରେ ବାୟୋାଟଏଲେଟ


ଭୁବନେଶ୍ୱର-ପୂର୍ବତଟ ରେଳଥର ସମସ୍ତ ଟ୍ରେନରେ ବାୟୋଟଏଲେଟ ସ୍ଥାନ କରାଯାଇଛି । ଯାତ୍ରୀଙ୍କୁ ସ୍ୱଛ ଓ ପରିବେଶ ଅନୁକୁଳ ଯାତ୍ରା ଯୋଗାଇଦେବା ଓ ସ୍ୱଛ ରେଳ, ସ୍ୱଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ ୂପୂର୍ବତଟ ରେଳଥ ଏକ ଅଭିନବ ପ୍ରୟାସ । ଏହି ବାୟୋଟଏଲେଟ ଗୁଡିକ ବ୍ୟାକ୍ଟେରିଆ ସହାୟତରେ ମାନବ ପରିଶିଷ୍ଟକୁ ଜଳ ଓ ବାୟୋ ଗ୍ୟାସରେ ପରିଣତ କରିବ । ପୂର୍ବତଟ ରେଳପଥରେ ୩୨୪୭ କୋଚରେ ବର୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ ଗୁଡିକ ସଂଯୋଗ କରାଯାଇଛି । ଏହା ରେଲୱେ ଟ୍ରାକରେ ମାନବ ଅପଶିଷ୍ଟ ପହିବାକୁ ରୋକିବା ଦ୍ୱାରା ସ୍ୱଛତା ବଜାୟ ରଖିବାରେ ସହାୟତା କରିବା ସହିତ ଟ୍ରକାକୁ କଳଙ୍କି ଲାଗିବାରୁ ରକ୍ଷାକରିବ । ରେଳବାଇ ସମାଗ୍ରୀର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିବ ଏବଂ ଟ୍ରେନ ପରିଚାଳନାରେଳ ନିରାପତା ସୁଦୃଢ କରିବ ।

Leave A Reply

Your email address will not be published.

5 − 4 =