୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ


ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ୬ ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ରାସ୍ତା, ଘାଟ ଯିଏ ଯେଉଁଠି ଥିବେ ସେହି ଠାରେ ନୀରବ ପ୍ରାର୍ଥନା କରିବେ । ଟ୍ରାଫିକ୍ ମଧ୍ୟ ଦୁଇ ମିନିଟ୍ ପାଇଁ ବନ୍ଦ ରହିବ ।

Leave A Reply

Your email address will not be published.

3 × 1 =