ଅଗଷ୍ଟ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ୧୪୪ ଧାରା ଜାରି


ଭୁବନେଶ୍ୱର- ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦ୍ୱୈତ ନଗରୀ ଭୁବନେଶ୍ୱର -କଟକରେ ୧୪୪ ଧାରା ଜାରି କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ରାତି ୯ରୁ ସାକାଳ ୫ ମଧ୍ୟରେ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟତିତ ଅନ୍ୟ କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ । କୌଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଘଂନ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିସନର କହିଛନ୍ତି । ଅଗଷ୍ଟ ୩୧ ଅର୍ଥାତ ଅନଲକ ଥ୍ରୀ ପର୍ଯ୍ୟନ୍ତ ଏହି ପକ୍ରିୟା ବଳବତର ରହିବ ।

Leave A Reply

Your email address will not be published.

five + 13 =