ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବାରୁ ବିମାନ ଚଳାଚଳ ମହାନିର୍ଦେଶାଳୟ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣାକୁ ଜୁଲାଇ ୩୧ ଯାଏ ବଢାଇଛନ୍ତି । ପୂର୍ବରୁ ୧୫ ଯାଏ କଟକଣା ଲଗାଯାଇଥିଲା । କାର୍ଗୋ ତଥା ସ୍ୱତନ୍ତ୍ର ବିମାନ ଉଡାଣ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୩ ରୁ ଅନ୍ତର୍ଜାତୀୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.

eight − six =