ଆଦିତ୍ୟ ମୃତ୍ୟୁ ମାମଲାର ନୂଆ ମୋଡ


ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଦିତ୍ୟ ମୃତ୍ୟୁମାମଲାରେ ଜଣେ ସାଇକୋ ଲେଡିଙ୍କ ହାତ ଅଛି ବୋଲି ତାଙ୍କ ବାପା କହୁଥିବା ବେଳେ ଆଜି ତାଙ୍କ ମା ମଧ୍ୟ ସମାନ କଥା କହିଛନ୍ତି । ଆମେ ସନ୍ଦେହ କରୁଛୁ, ମୋ ପୁଅ ମୃତ୍ୟୁରେ ସେ ଯୁବତୀଙ୍କ ହାତ ଅଛି । ଏନେଇ ଆମେ ସବୁ ତଥ୍ୟ କ୍ରାଇମବ୍ରାଂଚକୁ ଦେଇଛୁ ଏଂବ ଦେଷୀଙ୍କୁ ଫାଶୀ ମଳିବା ପାଇଁ ଆଦିତ୍ୟଙ୍କ ମା କହିଛନ୍ତି । ତାଙ୍କମା ଆହୁରି କହିଛନ୍ତି ଆଦିତ୍ୟ ସହ ବିଦ୍ୟାଶ୍ରୀଙ୍କ ନିର୍ବନ୍ଧ ଦିନ ସେ ଆଦିତ୍ୟଙ୍କୁ ଧମକ ଦେଇଥିଲେ । ହାତ କାଟି, ଗୋଡ କାଟି ଆତ୍ମହତ୍ୟା କରିବି ବୋଲି କହିଥିଲେ । ଆଦିତ୍ୟଙ୍କୁ ଧମକ ଦେଇଥିଲେ ଠିକ ଜାଗାରେ ଠିକ ଲୋକ ପହଂଚି ତତେ ମାରିବେ ।

Leave A Reply

Your email address will not be published.

1 × one =