ମଦ ଦୋକାନ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ପ୍ରମୁଖ ଖବର By Nyayabati Live Last updated Sep 7, 2020 211 0 ଭୁବନେଶ୍ୱର- ମଦ ଦୋକାନ ସକାଳ ୭ରୁ ସଂଧ୍ୟା ୬ ପରିବର୍ତେ ଏଣିକି ଦିନ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କଂଟେନମେଂଟ ଜୋନରେ ଥିବା ଦୋକାନ ଗୁଡିକ ବନ୍ଦ ରହି ଅନ୍ୟ ସବୁଠି ଦୋକାନ ଖୋଲା ରହିବ । 0 211 Share