ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ


ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ । ଏଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଶହେ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି । ଏଥି ସହିତ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ । ସେହିପରି ଗୁଗୁଲ ସିଇଓ ସୁନ୍ଦର ପିଚାଇ, ବଲିଓଡ କଳାକାର ଆୟୁଷ୍ମାନ ଖୁରାନା, ଏଚ.ଆଇ.ଭି ଗେବଷକ ରବିନ୍ଦ୍ର ଗୁପ୍ତା, ଆମେରିକା ଉପରାଷ୍ଟ୍ରପତି ପ୍ରାଥୀୟ କମଲା ହାରିସ, ଶାହିନ ବାଗ ପ୍ରଦର୍ଶନ ଅଂଶ ହୋଇଥିବା ବିଲକସ୍ ବାନୋ ଦାଦି ବା ଦବଙ୍ଗ ଦାବି ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଆମେରିକାର ସଂକ୍ରମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୋସ, ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପାର୍ଥୀ ଜୋ ବିଡେନ, ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

Leave A Reply

Your email address will not be published.

four − 2 =