ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ: ଅଶିତ ତ୍ରିପାଠୀ


ଭୁବନେଶ୍ୱର- ବାଲେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିବା ସହ ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ ପୁଣି ଏକ କୋଭିଡ ହସ୍ପିଟାଲ କରାଯିବା ନେଇ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଆଇସିୟୁ ଏବଂ ଓଟି ବ୍ୟବସ୍ଥା ମଧ୍ୟ ରହିବ । ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ଯୋଗାଇ ଦେବା ସହ ୨ ଶହରୁ ଅଢେଇ ଶହ ପାରାମେଡିକ ଷ୍ଟାଫଙ୍କୁ ନେଇ ଜନସଂପର୍କ ଅଭିଯାନ ଆରମ୍ଭ ହେବ ।

Leave A Reply

Your email address will not be published.

15 − nine =