ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ


କଟକ- ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ୪୭ ପୃଷ୍ଠା ଏହି ପିଟିସନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶାରୀରିକ ସଂପର୍କ ପାଇଁ ବର୍ଷା ରାଜି ହେଉ ନଥିଲେ । ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ସେ ଅସୁଖୀ ମନେ କରୁଥିଲେ ବୋଲି ଅନୁଭବ ପିଟିସନରେ ଉଲ୍ଲେଖ କରିଛନ୍ତି । ବାହାଘରର ପ୍ରଥମ ଦିନ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ସଂପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ । କେବଳ ସେତିକିରେ ସରିନି ରାଜ୍ୟସଭା ସଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ସେଠାରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରିଥିଲି କିନ୍ତୁ ସଫଳ ହୋଇନଥିଲି । କଟକ ଫେରିଲେ ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ ।

Leave A Reply

Your email address will not be published.

18 − 8 =