ଆୟୁଷ୍ମାନ ଭାରତ ଦ୍ୱାରା ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ


ଭୁବନେଶ୍ୱର- ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହି ଯୋଜନା ଲାଗୁ କରାଗଲେ ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ । ଲୋକମାନେ କମ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇବା ସହ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଆଉଡି ଦ୍ୱାରା ଯେକୌଣସି ସ୍ଥାନରେ ରହି ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇପାରିବେ ।

Leave A Reply

Your email address will not be published.

5 × three =