୨୫ରେ ବସିବ ସିର୍ବଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କରୋନା କଟଣା ଭିତରେ ଆସନ୍ତା ୧୯ ତାରିଖରେ ବିଧାନସଭାମୌସୁମୀ ଅଧିବେଶନ ବସିବ । ତେବେ ବିଧାନସଭା କେମିତି ଚାଲିବ, ଗାଇଡଲାଇନ କଣ ରହିବ, ପ୍ରଶ୍ନକାଳ-ଉତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ଏହି ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × 1 =