ଶାଶୁଘର ଛାଡିବେନି ବର୍ଷା


ଭୁବନେଶ୍ୱର- ଶାଶୁଘର ଛାଡିବେନି ବର୍ଷା । ବର୍ଷାଙ୍କ ଓକିଲ ରାମକୃଷ ରଥ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ । ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହୁଁଛନ୍ତି ଓ ନିଜ ସ୍ୱାମୀଙ୍କୁ ସୁପଥକୁ ଆଣିବା ପାଇଁ କହିଛନ୍ତି । ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗ କରିଥିବା ବର୍ଷା କଣ ପାଇଁ ଶାଶୁଘରେ ଅଛନ୍ତି ବୋଲି ସ୍ୱାମୀ ଅନୁଭବ ମହାନ୍ତି କହିଛନ୍ତି । ମୋ ଘରେ ରହିବାର ମାନେ କଣ ? ଯଦି ଆମେ ତାଙ୍କୁ ଏତେ ହଇରାଣ କରୁଛି ତାଙ୍କ ମା ଓ ଭଉଣୀ ଆସି ତାଙ୍କୁ ରକ୍ଷା ଦିଅନ୍ତୁ ।

Leave A Reply

Your email address will not be published.

1 × 3 =