ସୁପ୍ରିମକୋର୍ଟ ଗଲେ ବର୍ଷା


କଟକ- ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡ ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପିଟସନ ଦାଖଲ କରିଛନ୍ତି । ଏହି ପିଟିସନକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୂଚନାଯୋଗ୍ୟ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ବର୍ଷାଙ୍କ ବିରୋଧରେ ୪୭ ପୃଷ୍ଠାର ଛାଡପତ୍ର ପିଟିସନ ଦାଖଲ କରିଥିଲେ ।

Leave A Reply

Your email address will not be published.

one × 2 =