ଭୁବନେଶ୍ୱର- ଦ୍ୱୈତ ନଗରୀର ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ  ନେଇଛନ୍ତି  ସୌମ୍ୟା ମିଶ୍ର ।  ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ତାଙ୍କୁ ସ୍ୱାଗତ କରିଛନ୍ତି । ସୌମ୍ୟା ମିଶ୍ର ୨୦୧୪ ମସିହାର ଆଇପିଏସ ଅଫିସର । ପୂର୍ବରୁ ଟ୍ରାଫିକ ଡିସିପି ଭାବେ ସାଗରିକା ନାଥ  ଦାୟିତ୍ୱ ନେଇଥିଲେ । ସେ ବର୍ତମାନ ସୁନ୍ଦରଗଡର ଏସିପି ଭାବେ କାର୍ଯ୍ୟ ତୁଲାଉଛନ୍ତି ।