୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି


ଭୁବନେଶ୍ୱର- କାର ପାର୍କିଂ ପାଇଁ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲଡିଂ କଡରେ ଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି । ପୋଲିସର ସହାୟତା ନେଇ ବୁଲଡୋଜର ଲଗାଇ ଉଛେଦ କରିଛି ବିଏମସି । ନିଖିଳ ଉକ୍ରଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ନିର୍ଦେଶ ଅବମାନନା କରି ବିଏମସି ଉଛେଦ କରିଥିବା ସଂଘ ଅଭିଯୋଗ କରିଛି । ସ୍ମାର୍ଟ ସିଟି ପୋ୍ରାଜେକ୍ଟ ପକ୍ଷରୁ ଅଭିଯୋଗ ପରେ ବିଏମସି ଏଳଭି ପଦକ୍ଷେପ ନେଇଥିବା କହିଛି । ଆଗକୁ ମଧ୍ୟ ବେଆଇନ ନିର୍ମାଣ ଉଛେଦ କରାଯିବ ବୋଲି ବିଏମସି ଆସିଷ୍ଟାଣ୍ଡ କମିଶନର କହିଛନ୍ତି ।

Leave A Reply

Your email address will not be published.

sixteen − 9 =