ରାଜ୍ୟରେ କୋରନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପ୍ରମୁଖ ଖବର By Nyayabati Live Last updated Jun 5, 2020 123 0 ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କୋରନା ଆକ୍ରାନ୍ତରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ କୋରନ ମୃତୁ୍ୟ ସଂଖ୍ୟା୮ ଛୁଇଁଛି । ପୁର୍ବରୁ ସେ ଡ଼ାଇବେଟିସ୍ ସମେତ ବିଭିନ୍ନ ରୋଗରେ ପିଡ଼ୀତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 0 123 Share