ରାଜ୍ୟରେ ୨୪ଘଂଟାରେ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୮୬ ଓ ସ୍ଥାନୀୟ ସଂକ୍ରମିତ ୧୫୨୪ ରହିଛି । ଚିିହ୍ନଟ ସଂକ୍ରମିତଙ୍କ ମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୭୯୭ , କଟକ ୩୨୨, ଗଞ୍ଜାମ ୧୦୮, ଯାଜପୁର ୨୫୨, ବରଗଡ ୩୯୬,ଅନୁଗୁଳ ୭୩, ବଲେଶ୍ୱର ୧୨୦, ଭଦ୍ରକ ୧୦୭, ବଲାଙ୍ଗିର ୪୩, ବୈଦ୍ଧ ୨୯, ଦେଓଗଡ ୭, ଢେଙ୍କାନାଳ ୫୧, ଗଜପତି ୨୦, ଜଗତସିଂହପୁର ୬୭, ଝାରସୁଗୁଡା ୧୯୨, କଳାହାଣ୍ଡି ୫୭, କନ୍ଧମାଳ ୪୫, କେନ୍ଦ୍ରାପଡା ୧୦୩, କେନ୍ଦୁଝର ୮୪, କୋରାପୁଟ ୮୪, ମାଲକାନାଗିରି ୩୭,ମୟୂରଭଞ୍ଜ ୧୪୨, ନବରଙ୍ଗପୁର ୭୮, ନୟାଗଡ ୬୨, ନୂଆପଡା ୯୩, ପୁରୀ ୧୧୭, ରାୟଗଡା ୧୦୧, ସମ୍ବଲପୁର ୮୩, ସୋନପୁର ୧୦୬, ସୁନ୍ଦରଗଡ ୩୪ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୦୩୧ ରହିଥିବା ବେଳେ ୯୩୭୭୪ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏଯାବତ୍ ୨୯୬୫୮ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

4 × 3 =