ଦେଶରେ ୨୪ଘଂଟାରେ ୮୬, ୯୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧,୧୩୦ ମୃତ୍ୟୁ


ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୮୬,୯୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୫୮୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦,୦୩,୨୯୯ ଅକଟିଭ ମାମଲା ରହିଥିବା ବେଳେ ୪୩,୯୬,୩୯୯ ସୁସ୍ଥ ହୋଇଛନ୍ତି ଓ ୮୭,୮୮୨ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କରୋନା ଭାଇରସ ସୁସ୍ଥତା ହାରରେ ବିଶ୍ୱରେ ଭାରତ ପ୍ରଥମ ରହିଛି । ଭାରତରେ ୪୩ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

ten + 14 =