ବିଧାନସଭାରେ କରୋନା ଟେଷ୍ଟ


ଭୁବନେଶ୍ୱର- ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଧନସଭା ଅଧିବେଶନ ପାଇଁ ଆଜି ସକାଳ ୮ଟାରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହାର ୩ ଦିନ ଧରି ଚାଲିବ । ଏଥିପାଇଁ ମଧ୍ୟ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ କେବଳ ବିଧନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଥିଲେ ।

Leave A Reply

Your email address will not be published.

18 − thirteen =