ମୁମ୍ବାଇ- ଆସନ୍ତାକାଲି  ଦୀପିକାଙ୍କ ସହ  ଏନସିବି  କାର୍ଯ୍ୟାଳୟ ଯିବେ ରାକୁଲ । ଗୁରୁବାର  ବିଳମ୍ବରେ ସେ ଏନସିବି ପକ୍ଷରୁ ସମନ ପାଇଥିବାରୁ ଆଜି ପରିବର୍ତେ ଆସନ୍ତାକାଲି  ତାଙ୍କୁ ଜେରା କରିବ ଏନସିବି । ଗତକାଲି  ଏନସିବି  ଡ୍ରଗ୍ସ ମାମଲାରେ   ଜଡିତ ଥିବା  ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା  ଅଲି ଖାନ, ଶ୍ରଦ୍ଧା କପୁର  ଏବଂ ରାକୁଲପ୍ରୀତି ସିଂଙ୍କୁ ୩  ଦିନ ମଧ୍ୟରେ ହାଜରକୁ ହେବାକୁ କୁହାଯାଇଥିଲା ।