ଡିଜିଟାଲ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ : କେନ୍ଦ୍ର ସରକାର


ନୂଆଦିଲ୍ଲୀ- ବୈଦ୍ୟୁତିକ  ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିବା ପୂର୍ବରୁ ଡିଜିଟାଲ ମିଡିଆ ପ୍ରତି ଦୃଷ୍ଟି ଦେବାକୁ ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ର ସରକାର କହିଛନ୍ତି । ଟିଭି ଅପେକ୍ଷା ଡିଜିଟାଲ ମିଡିଆର ପ୍ରଭାବ ଅଧିକ ଏବଂ ତାହା ଜଲଦି ଭାଇରାଲ ହୋଇପାରୁଛି । ହ୍ୱାର୍ଟସଆପ, ଟୁଇଟର ଏବଂ ଫେସବୁକ ଭଳି ଆପ ଜରିଆରେ ଲୋକମାନେ ଖୁବ ଶୀଘ୍ର ତଥ୍ୟ ପାଇପରୁଛନ୍ତି ।

Leave A Reply

Your email address will not be published.

20 + 11 =