ମୁମ୍ବାଇ- ଆଜି ସକାଳ ୧୦.୧୫ ମିନିଟରେ ମହାରାଷ୍ଟ୍ର ନାଶିକ ଠାରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ କହିବା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତ୍ରବିତା ୨.୫ ରହିଛି । ଭୂମିକମ୍ପରେ କୌଣସି କ୍ଷତି ହୋଇନି ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଗତ ୪ ଦିନ ଭିତରେ ୫ ଥର ଭୂମିକମ୍ପ ହୋଇଥିଲା ।