‘ଜଙ୍କ୍ ଫୁଡ୍’ ଡେ

ବିଶ୍ୱର କେତେକ ଅଚଂଳରେ ପ୍ରତି ବର୍ଷ ଜୁଲାଇ ୨୧ରେ ‘ଜଙ୍କ୍ ଫୁଡ’ ଦିବସ ପାଳନ କରାଯାଏ । ସାଧାରଣ ଭାବେ ଜଙ୍କ୍ ଫୁଡ୍ ଅର୍ଥ ହେଲା କ୍ୟାଲୋରି ବୁହୁତ ଓ ପୁଷ୍ଟିହୀନ ଖାଦ୍ୟ । ୧୯୫୦ରେ ଆମେରିକାରେ ଏହି ଖାଦ୍ୟ ହଠାତ୍ ଲୋକପ୍ରିୟ ହୋଇଉଠିଥିଲା । କ୍ରମେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଅଧିକ ତେଲ, ମସଲା, ଶର୍କରା ଆଦି ରହୁଥିବାରୁ ଜଙ୍କ ଫୁଡ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ନାନା ରୋଗର କାରଣ । ଏହା ସତ୍ୱେ ଏହାର ଲୋକପ୍ରିୟତା ଅପରିବର୍ତିତ ରହଛି । ତେବେ, ଏହା ଏକ ବର୍ଜନୀୟ ଖାଦ୍ୟ । ‘ଜଙ୍କ୍ ଫୁଡ୍ ଦିବସ’ ପାଳନର ଏହିପରି ଆମେ ବର୍ଷରେ ଥରେ, କେବଳ ଏହି ଦିନରେ ଏହି ଖାଦ୍ୟ ଖାଇବା , ଏବଂ ଅବଶିଷ୍ଟ ଦିନରେ ଏହାଠାରୁ ଦୂରେଇ ରହିବା ।

Leave A Reply

Your email address will not be published.

4 × 5 =