ଭୁବନେଶ୍ୱରରେ ଆପ୍ଳାଇ ହେବ ଗଞ୍ଜାମ ଫର୍ମୁଲା


ଭୁବନେଶ୍ୱର- ଭୁବନେଶ୍ୱରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଏହି ସଂକ୍ରଣରେ ରୋକ ଲଗାଇବା ପାଇଁ ଭୁବେନଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ପାରୁଲ ପଟୱାରୀ ଏନେଇ ସୂଚନା ଦେଇଛନ୍ତି । ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ ହେଲଥ ସ୍କ୍ରିନଂ କରିବ ରାପିଡ ରେସପନ୍ସ ଟିମ । ହୋମ ଆଇସୋଲେସନରେ ଥିବା ଘରୁ ବିଏମସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ବ୍ୟାପକ ହେଲଥ ସ୍କ୍ରିନଂ ପାଇଁ ୫୬୫ଟି ରାପିଡ ରେସପେନ୍ସ ଟିମ ଗଠନ କରାଯିବ । ଆକ୍ରାନ୍ତ ନିୟମ ମାନୁଛନ୍ତିକି ନାହିଁ ତାହାରି ଉପରେ କଡା ନଜର ରଖିଯିବ ।

Leave A Reply

Your email address will not be published.

17 − 2 =