ଭୁବନେଶ୍ୱର: ବଙ୍ଗୋପ  ସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ  । ଏନେଇ ଆକଳନ କରିଛି ଭୁବନେଶ୍ୱର ଆଂଚଳିକ  ପ।ଣିପାଗ କେନ୍ଦ୍ର  । ତେବେ ଏହି ଲଘୁଚାପ ପ୍ରଭାବରେ ୨୪ ତାରିଖରୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି  । ବିଶେଷ ଭାବେ ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ  । ଦକ୍ଷିଣ ଓଡ଼ିଶାରେ   ମଧ୍ୟ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  ।