ପୁଣେର ଏକ ହସ୍ପଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ

ମୁମ୍ବାଇ -ପୁଣେର ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ହୋଇଛି । ଏହି ହସ୍ପିଟାଲ ପୁଣେର କଂଟେନମେଂଟ ଅଂଚଳରେ ଥିବା ସର୍ଦ୍ଧାର ବଲ୍ଲଭଭାଇ ଟେଲ ବୋଲି ଜଣାଡିଛି । ନିଆଁକୁ ଆୟତ କରିବା ।ପାଇଁ ଅଗ୍ନିଶମ ବିଭାଗର ତିନେଟି ଗାଡି ଂହଚିଛି । ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ଡାକ୍ତରୀ କର୍ମଚାରୀ ଆହାତ ହୋଇଛନ୍ତିକି ନାହଁ ତାହା ଏର୍ଯ୍ୟନ୍ତ ଜଣାପଡିନି । ଗତ ମାସରେ ଗୁଜୁରାଟର ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲର ଇଂଟେନ୍ସଭ୍ କେୟାର ୱାର୍ଡରେ ନିଆଁ ଲାଗି ଆଠ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.

five × five =